ବାଲିଅନ୍ତା ଅଞ୍ଚଳରେ ଅସାମାଜିକଙ୍କ ଉତ୍ପାତ: ନେଇଗଲେ ୨୭ ଛେଳିମେଣ୍ଢା

ବାଲିଅନ୍ତା : କିଛିଦିନର ନିରବତା ପରେ ବାଲିଅନ୍ତା ଥାନା ଅଞ୍ଚଳରେ ମେଣ୍ଢା ଓ ଛେଳି ଚୋରଙ୍କ ଉତ୍ପାତ ପୁଣି ବୃଦ୍ଧି ପାଇଛି। ଗତରାତିକ ମଧ୍ୟରେ ସ୍ଥାନୀୟ ଅଞ୍ଚଳରୁ ୨୭ଟି ଛେଳିମେଣ୍ଢା ଚୋରି ହୋଇଯାଇଥିବା ଅଭିଯୋଗ ହୋଇଛି। ଲୁଟ ହୋଇଯାଇଥିବା ଗୃହପାଳିତ ପ୍ରାଣୀଙ୍କର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କାରୁ ଅଧିକ ହେବ ବୋଲି ସୂଚନା ମିଳିଛି। ଦୁର୍ବୃତ୍ତମାନେ ଗୁହାଳ ତାଲା ଭାଙ୍ଗି ଛେଳିମେଣ୍ଢାଙ୍କ ମୁହଁରେ ନିଶା ସ୍ପ୍ରେ କରି ବେହୋସ କରାଇବା … Continue reading ବାଲିଅନ୍ତା ଅଞ୍ଚଳରେ ଅସାମାଜିକଙ୍କ ଉତ୍ପାତ: ନେଇଗଲେ ୨୭ ଛେଳିମେଣ୍ଢା